Loading…
ଟିକିଏ ଦୂରରେ ନଇଁଆସୁଥିବା ସନ୍ଧ୍ୟାର ଅନ୍ଧକାର ଭିତରେ ଥାଇ ମୋ କଲିଜା ଭିତର ଟା ଯେମିତି କୋରି ହୋଇ ଯାଉଥାଏ।ଛାତିଟା ଖାଲି ଉଠୁଥାଏ ,ପଡୁଥାଏ। ମୁଁ ଗାଁ ମୁଣ୍ଡରେ ଥିବା ଦେବୀ ମା'ଙ୍କୁ ଆକୁଳ ବିକଳ ହୋଇ ଡାକୁଥାଏ ," ମା' ଲୋ, କଣ ହେବ? ଏଥର ବଞ୍ଚେଇଦେ। ଆଉ କେଭେ ବି ଇମିତି କାମ କରିବି ନାହିଁ। "
Comments
Loading comments…