by Shanti Mishra ✓ · 17 Sept 2020
ସେ ବାକ୍ସ ଭିତରେ ବୋଉର କିଛି ପ୍ରିୟ ଜିନିଷ l ଦି ମୁଠା କାଚ ଚୁଡି, ସିନ୍ଦୂର ଡବାଟିଏ, ଦୁଇଟି ଶାଢୀ, ହଳେ ପାଉଁଜି, ହଳେ ଗୋଡ ମୁଦି l ଆଉ ଗୋଟିଏ ତିନି ପୃଷ୍ଠାର ଚିଠି l
Loading comments…
Loading comments…