by Sunanda Mohanty ✓ · 8 Jan 2022
ତା ପରଦିନ ବଡ଼ ବଡ଼ ଅକ୍ଷରରେ ସେହି ବାଟେ ବାଇକ ସହ ବାଇକ ଚାଳକର ମୃତ୍ୟୁ ଖବରରେ ଶିହରୀ ଉଠିଲେ ସମସ୍ତେ, ବୁଝି ହେଉନଥିଲା ସେ ଲୋକ ମଣିଷ ନା ତା ଭୂତ ଥିଲା, ପ୍ରତେକ୍ଷ ଅନୁଭୂତିକୁ ମଧ୍ୟ ବିଶ୍ୱାସ କରିହେଉନଥିଲା, ଅନ୍ତରାତ୍ମା ଥରି ଉଠୁଥିଲା l
Loading comments…
Loading comments…