by Bismita Sahoo ✓ · 29 Oct 2019
ମନୋଜବାବୁ ରାଜାକୁ କୋଳରେ ଧରି ଚୁମା ଦେଇ କହିଲେ - ହଁ ରେ ରାଜା, କାଉଁରୀ କାଠି ନଥାଉ ପଛେ ତୁ ବେଲୁନ୍ ଜାଳିକି ତୋ ଜେଜେମାକୁ ମନେ ପକେଇଲୁ। ଏତିକି ମୋ ପାଇଁ ଯଥେଷ୍ଟ। ମୁଁ ମଲାପରେ ମୋତେ ଟିକେ ଏମିତି ନିଆଁ ଦେଉଥିବୁ।
Loading comments…
Loading comments…