by Kartik The Poet ✓ · 13 Sept 2020
ନଟ ବି କୋଉ ବିଛୁଆତି ଠୁ କମ ଥିଲା କି ଯେ, ନଟ ରାଗରେ ସବୁଦିନ ଦୀନା ମାଷ୍ଟ୍ରେଙ୍କ ସାଇକେଲ ଚକା ପଞ୍ଚର କରି ଦେଉଥିଲା । ଏମିତି କେତେ କଥା ମନେ ପକେଇ ନଟ ହସୁଥିଲା ।
Loading comments…
Loading comments…