by NIBEDITA MOHAPATRA ✓ · 4 Mar 2020
ଖୁବ୍ ଅସହାୟ ଓ ବିବଶତାରେ ସେ ଘରକୁ ଫେରିଲା।ଦାଣ୍ତ ଦୁଆର ପିଣ୍ତାରେ ଥିବା ବାଉଁଶ ଖମ୍ବକୁ ଆଉଜି ବସି ପଡିଲା।ଆଉ ସ୍ଥିର କଲା ଏ ନିର୍ଦ୍ଦୟ ବାବୁ ମାନେ କିଛି କରିବେନି।ମତେ ଏକାଏକା ମୋ ଝିଅକୁ ଖୋଜିବାକୁ ପଡିବ।
Loading comments…
Loading comments…