by Rabindra Mishra ✓ · 24 Nov 2019
ପରାହତ ସୈନିକ ପରି ହାତ ଦୁଇଟି ଉପରକୁ ଟେକିଦେଲା ସେ । ଆକାଶର ତାରା ମାନେ ସତେ ଅବା ତାକୁ ସମବେଦନା ଜଣାଉଥିଲେ । ସେ ଘର ଆଡ଼କୁ ପାଦ ବଢ଼େଇଲା ।
Loading comments…
Loading comments…