by Bikesh Sahu ✓ · 2 Apr 2020
କେବଳ ସଂଚରି ଚାଲିଛି ବିଷ ମୋ ସର୍ବାଙ୍ଗରେ ମିଶି ଚାଲିଛି ମୋ ରକ୍ତରେ, ମୋ ମେଦରେ ମୋ ଶରୀରର ହାଡ଼, ମାଂସ ତନ୍ତ୍ରୀ ତନ୍ତ୍ରୀରେ ଏବେ ଏଇତ ବୋହିଲାଣି ମୋ ନାସାରୁ ଖର ନିଶ୍ୱାସ ପ୍ରଶ୍ୱାସ ।
Loading comments…
Loading comments…