by Antaryami Sahu ✓ · 29 Mar 2021
ପ୍ରଥମ ଦୋଳି ବିଧାତା ପୁରୁଷଙ୍କ ପାଇଁ, ଦ୍ଵିତୀୟ ଦୋଳିରେ ସଦାଶିବ ଏବଂ ତୃତୀୟ ଦୋଳିରେ କୁବେର ବାସବ । ଏବଂ ମୁଖ୍ୟ ଦୋଳିରେ ସ୍ଵୟଂ ଜଗତର ନାଥ ଜଗନ୍ନାଥ ଦୀନଜନ ଶରଣରକ୍ଷଣ ଭକ୍ତ ବାଞ୍ଛ।କଳ୍ପତରୁ ଅଗତିର ଗତିଦାତା ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ।
Loading comments…
Loading comments…