by Soumya Shubhadarshinee ✓ · 7 Jul 2019
ଝିଅକୁ ବୁଝେଇବାକୁ ଯାଇ ମମି ତାଙ୍କର ବିବାହ ବାର୍ଷିକୀ ସଂକ୍ରାନ୍ତୀୟ ପ୍ରସ୍ତୁତିରେ ଟିକିଏ ଅବହେଳା କରିଦେଇଥିଲେ । ପୁଣି ସେଇ କାମରେ ଲାଗିଗଲେ। ଦିନରେ ସୁଖାଦ୍ୟର ବନ୍ଦୋବସ୍ତ କରିଛନ୍ତି । ଆଜି ଦିନଟି ଟିକେ ଆନନ୍ଦ ମୁଖର ନହେଲେ କି ହୁଏ ! ଆଉ ସବୁ ଆନନ୍ଦ ଭିତରେ ଭୋଜନ ତୃପ୍ତି ସବୁଠୁ ବଡ଼ !
Loading comments…
Loading comments…