by Siddhartha Sankar Tripathy ✓ · 1 Nov 2020
ଆରେ ଏ କଣ ? ସକାଳେ ମହାପାତ୍ରବାବୁ ପାଞ୍ଚଶହ ଟଙ୍କିଆ ଦୁଇଟି ବଢାଉଥିଲା ନନେଇ ପ୍ରବଚନ ଶୁଣେଇ ବିଦାୟ କଲି । ଅଥଚ ଚାଲାକ ପଣ୍ଡାବାବୁ ପଚାଶ ଟଙ୍କିଆ କୋଡିଏଟି ରଖି ବଡ ପ୍ୟାକେଟକରି ଦେଇ ଚାଲିଗଲେ । ବୋକା କିଏ ???
Loading comments…
Loading comments…