by Lopamudra Mishra ✓ · 1 Oct 2019
ମୋ ମାଆ ପଅରଦିନ ବାପାଙ୍କୁ କହୁଥିଲା ଯେ ବାପା ଯଦି ସେ ଜ୍ୟୋତିଦିଦି ସହ ସମ୍ପର୍କ ନକାଟିଦିଅନ୍ତି ମାଆ ବେକରେ ତତେ ଲଗେଇ ଝୁଲି ପଡିବ l ଦଉଡ଼ି ! ତୁ ସେଥିପାଇଁ ମୋ ମାଆକୁ ଡାକିଆଣି ଏଠି ଝୁଲେଇ ଦେଲୁ ? ଦେ ଏବେ ମୋ ମାଆକୁ ଉଠା... । "
Loading comments…
Loading comments…