by Sabita Sukla ✓ · 4 Jan 2021
ସୁମା:- (ରାତିରେ ବାଉଳି ହୋଇ ଥରି ଥରି) କୁନା ବାପା! ମୁଁ ଆଜି ଗୋଟିଏ ସ୍ବପ୍ନ ଦେଖିଲି।ମୁଁ ଏଇ ୧୫ ଦିନ ଭିତରେ ମରିଯିବି।ମୋ କୁନାକୁ ଟିକେ ଡାକିଦିଅ। ସୂମା:- ଜାଣିଛ କୁନା ବାପା, ମତେ ସେ ଖାଲି ହାତ ଠାରି ଡାକୁଛି।ମୁଁ ତା'ରି ପାଖକୁ ଯିବୁ
Loading comments…
Loading comments…