ଏ ପୁରୁଷମାନଙ୍କୁ ମୁଁ ଭଲ କରି ଜାଣିଛି । ସୁନ୍ଦରୀ ନାରୀ ଓ ବିରାଟ ଘର ଦେଖିଲା ମାତ୍ରେ ତା ପ୍ରେମରେ ପଡ଼ିଯାଆନ୍ତି । ସେଥିଯୋଗୁ ସ୍ଵାମୀମାନଙ୍କ ସହିତ ନିଜର ସୁନ୍ଦରୀ ସାଥିମାନେ ଯେମିତି ଅଧିକ ନ ମିଶିବେ, ସେଥିପ୍ରତି ମହିଳାମାନଙ୍କୁ ଧ୍ୟାନ ଦେବାକୁ ଉପଦେଶ ଦିଆଯାଏ । ମୋତେ ତ୍ୟାଗ କରି ସେଇ ଝିଅ ପାଖରେ ସେଇ ବିରାଟ କୋଠିରେ ରହିବା ମୋହ ବୋଧହୁଏ ତାଙ୍କୁ ଘାରିଛି ।
Loading comments…