by Kamala Satpathy ✓ · 20 Dec 2019
ଚାହିଁଲା ସେ ମୋ ଆଡ଼କୁ ଆଖିରେ ଆଖିଏ ଯନ୍ତ୍ରଣା ନେଇ। ଠପ ଠପ କରି ଲୁହ ଦୁଇ ଧାର ଗଡି ପଡିଲା ତା ଆଖିରୁ।
Loading comments…
Comments
Loading comments…