by Alhadini Panigrahi dash ✓ · 4 Jun 2019
ନା ....ମୁଁ କିଛି ଭାବୁନାହିଁ,କେବଳ ଦେଖୁଛି, ଦୁଇଟି ଚିତ୍ର, ଗୋଟିଏ ଆଶାର,ସ୍ବପ୍ନର ,ଆଉ ଗୋଟିଏ ନିରାଶର ,ଯନ୍ତ୍ରଣାର । ଗୋଟିଏ ପୁଅ କୁ ଶିକ୍ଷିତ ,କରିବା ପାଇଁ ସ୍କୁଲ କୁ ନେବା ଚିତ୍ର ଓ ଆରଟି ମୋତେ ସେ ଏଠାକୁ ଆଣିବା ଚିତ୍ର
Loading comments…
Comments
Loading comments…