by Prasant Kumar Senapati ✓ · 9 Oct 2019
ଦୁଇଟି ନିରବ ହୃଦୟର ମିଳନ ହୋଇଥିଲା ଓ ଦୁହେଁ ଗାଇଚାଲିଥିଲେ ପ୍ରେମର ଗାଥା । ସୋନାଲି କହିଲା ମୋତେ କ୍ଷମା କରିଦିଅ । କିନ୍ତୁ ତାର କଥା ଶେଷ ହେବା ପୂର୍ବରୁ ଅଜୟ ହାତରେ ତାର ମୁହଁ ବନ୍ଦ ହୋଇଯାଇଥିଲା । ଏକ ନିରବ ପ୍ରେମ କାହାଣୀ...
Loading comments…
Loading comments…