by ବିନୟ ମହାପାତ୍ର ✓ · 25 Oct 2019
କାର୍ ର ଡୋର ଖୋଲି ଭିତରକୁ ଆସୁ ଆସୁ ଶ୍ରୀକାନ୍ତ କହିଲା, ଡରନ୍ତୁନି ଅଙ୍କଲ, ମୁଁ ଆଉ ଆତ୍ମହତ୍ୟା କରିବା ମୁଡ୍ ରେ ନାହିଁ । ଆପଣଙ୍କର ସେହି ପ୍ରିୟକବି ବିନୟ ମହାପାତ୍ରଙ୍କ କବିତା ପଦକୁ ମୁଁ ମୋ ଜୀବନର ମନ୍ତ୍ର କରିନେଲି ।
Loading comments…
Loading comments…