Loading…
ବିଷ୍ଣୁବର୍ଦ୍ଧନ କହିଲେ ଜାଣିଛ ଋତୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଅନିଶ୍ଚିତତା ଭରି ରହିଛି। କିଏ ଜାଣେ ଆମର ଏ ଯାତ୍ରା ଯେ ଜୀବନର ଶେଷ ଯାତ୍ରା ହେବନି?ତୁମେ ଭଲଭାବେ ଜାଣ ସାରା ପୃଥିବୀରୁ ବର୍ଷକୁ କେତେ କେତେ ପର୍ବତାରୋହୀ ଏ ଏଭରେଷ୍ଟ ଶୃଙ୍ଗରେ ପାଦ ଦେଇ ନିଜ ଦେଶର ଜାତୀୟ ପତାକାକୁ ଫର ଫର ହୋଇ ଉଡାଇବା ପାଇଁ ଆସନ୍ତି।
Comments
Loading comments…