by suchismita Panda ✓ · 5 May 2022
କରୋନା ହୋଇ ନଥିବାର ଅନୁଭବ କେତେ ସୁଖଦ ହେଲେ ଏଠିତ ସଭିଙ୍କୁ କରୋନା ଖାଇଛି । ସମସ୍ତେ ଘରେ ବନ୍ଦୀ । ରାଜ ରାସ୍ତା ଖାଲି । କେବଳ ଭିଡ ଡାକ୍ତରଖାନା ଏବଂ ଶ୍ମଶାନରେ ।
Loading comments…
Comments
Loading comments…