by Manaswini Singh ✓ · 26 Sept 2020
ସେଦିନ ସନ୍ଧ୍ୟାରେ ଚା କରିବାକୁ ରୋଷେଇ ଘରେ ପଶିଲା, ମ୍ୟାଚ ବକ୍ସ ରୁ ଦିଆସିଲିଟେ ଜଳାଇବା ପରେ ହଠାତ ବିସ୍ଫୋରଣ ଘଟିଥିଲା।ଠିକ ସେହି ସମୟରେ ରାଜୀବ ଘରେ ପହଞ୍ଚିଥିଲା। ମିଳିର ଶାଢ଼ୀଟି ଟାଣି କାଢ଼ିବା ବେଳେ ତା ପାପୁଲି ଦୁଇଟି ଜଳିଯାଇଥିଲା।
Loading comments…
Comments
Loading comments…