by Trushna Das ✓ · 21 Nov 2021
ସୁନିତା ଦେବୀ କହିଥିବା ପଣ୍ଡିତଙ୍କୁ ଡକା ହେଲା। ସେ କିଛି ସମୟ ଧ୍ୟାନରେ ବସି କହିଲେ ଯେ ଝରଣା ଦେବୀଙ୍କ ମାୟା ସବୁବେଳେ ସେଇ ସୋଫା ଆଉ ଦୂରଦର୍ଶନରେ ଥିଲା। ମରିଗଲା ପରେ ବି ତାଙ୍କ ଭୂତ ମନ ସେଇଥିରେ ଅଛି।
Loading comments…
Loading comments…