by Sunanda Mohanty ✓ · 21 Nov 2021
ଷଣ୍ଢ ମୂତ୍ରରେ କରୋନା ପ୍ରତିଷେଧକ ଶକ୍ତି ଥିବା ଜଣା ପଡିବା ପରେ, ବୁଲା ଷଣ୍ଢଙ୍କର ଭାଗ୍ୟ ଫିଟି ଗହଳି ମାତ୍ରା ବଢିଛି ହାଟରେ, ଦୂରଦର୍ଶନର ବିଭିନ୍ନ ମିଡ଼ିଆବାଲାଙ୍କ ଭିତରେ ମୁଁ କଣ କରିବି ନକରିବି ଦୌଦୁଲ୍ୟମାନ ଅବସ୍ଥାରେ ଫେରୁଥିଲି ଘରକୁ l
Loading comments…
Comments
Loading comments…