by ନାୟକ ଅକ୍ଷୟ ରାଜହସ୍ତୀ ✓ · 12 Apr 2020
ସେ କହିଚାଲିଲା ତମର ମନେ ଅଛି.. ନା.. କେତେ ଚର୍ଚା ରେ ଥିଲେ ଆମେ ଦୁହେଁ college ରେ.. ତମ ନାଁ ଅକ୍ଷୟ.. ଆଉ ମୋ ଶିଳା ନାଁ କୁ ଯୋଡି ସାଙ୍ଗ ସାଥି ସବୁ ଆମକୁ ତକ୍ଷଶିଳା ବୋଲି ଡାକୁ ଥିଲେ.. କିଛି ବି ଇର୍ଷା କରୁଥିଲେ..
Loading comments…
Loading comments…