
"ରେ ମଣିଷ ! ଯେବେ ମୋ ସଜ ଶରୀରରେ ଶୋଇ ରାତି ବିତାଇଥିଲୁ ତାହା ତୋ ପ୍ରଥମ ରାତ୍ର ହୋଇପାରେ, ହେଲେ ଦେଖ, ଆଜି ମୁଁ ତୋ ଶରୀର ଉପରେ ଆଉ ଆଜି ତ ଶେଷରାତ୍ର l ପୁଣି ବହୁତ ପ୍ରଶ୍ନ କରୁଥିଲୁନା ମୋ ସ୍ଥିତିକୁ ନେଇ, ଏବେ ଦେଖ ତୋ ଅବସ୍ଥା, ତୋ ସ୍ଥିତି ? ଆଜି ମୁଁ ଜୀବିତ, ଆଉ ତୁ ମୃତ | ଆଜି ମୁଁ ଅଛି, ଆଉ ତୁ ନାହୁଁ | ଆଜି ମୁଁ ସଜ, ଆଉ ତୁ ବାସି l ତୁ ଅପବିତ୍ର, ଆଉ ମୁଁ ପବିତ୍ର, ପୂଜ୍ୟ, ଶlଶ୍ୱତ l"
Loading comments…