by Kshyama sagar Prusty ✓ · 28 May 2021
ଏପଟେ ଲେଖାଶ୍ରୀ ସିନା ଚାଲି ଆସିଲେ କେଉଁ ଅଜଣା ରାଇଜରେ l ଲେଖକ ମୋହନଙ୍କଠୁଁ ବହୁଦୂରେ l ନିଜ କର୍ମ ମୟ ଜୀବନ ଜଂଜାଳରେ ବ୍ୟସ୍ତ ରହିଲେ l ହେଲେ ପ୍ରତିଟି ଦିନ କଟେ ଲେଖକ ମୋହନଙ୍କ ଭାବନାରେ l ମନ ଲାଗେନି କୌଣସି କାମରେ l ବିତି ଯାଇଥିବା ମୁହର
Loading comments…
Comments
Loading comments…