by Shiba Charan Mahapatra ✓ · 10 May 2019
ସେ ମୋ ସହିତ କିଛି ଦିନ ଠିକ୍ ଆଗ ପରି ମିଶିଥିଲା କିନ୍ତୁ ମୋ ଗମ୍ଭୀରତା ଆଗରେ ବେଳେବେଳେ ସେ ହାର୍ ମାନି ଏକୁଟିଆ ମନେ କରୁଥିଲା । ଆଉ ମୁଁ ଚାଲି ଆସିଥିଲି ସମ୍ପର୍କରେ ପ୍ରଶ୍ନ ଟିଏ ଛାଡି ଦେଇ । ଏ କେମିତିକା ବନ୍ଧନ?
Loading comments…
Comments
Loading comments…