by ନାୟକ ଅକ୍ଷୟ ରାଜହସ୍ତୀ ✓ · 9 Mar 2020
ସରଳିଆ ଧନୁ ବି ପହିଲି କଥାରେ ହଁ ମାରି ଦେଲା । ନିଇତି ଭାଟିରୁ ପେଟେ ମଦ ପିଇ ଦିଏ ଓ ରାତିରେ ଘରକୁ ଫେରେ ଆଉ ତାରି ମା ମହୁଲ ଫୁଲ ତୋଳି ସେଇ ଭାଟିରେ ଦେଉଥାଏ ।
Loading comments…
Loading comments…