by Pranati Mahapatra ✓ · 2 Jun 2021
କିନ୍ତୁ ଏ କଣ ; ଏଠାରେ ଏତେ ଭିଡ଼।କଥା କଣ ବୁଝିବାକୁ ଆଗେଇଲେ ରଶ୍ମି।ବାହାରେ ଗୋଟିଏ ବେଡ଼ରେ ମହିଳା ଜଣେ, ଆଉ ଜଣେ ସିଷ୍ଟର ସାଲାଇନ ବୋତଲ ହାତରେ ଧରି ତାଙ୍କୁ ବେଡ଼ ଛାଡି ତଳେ ଶୋଇବାକୁ ବାଧ୍ୟ କରୁଛନ୍ତି।
Loading comments…
Loading comments…