by Dipti lekha Mishra ✓ · 9 Apr 2021
ହେଲେ ଭଗବାନ ତାହା ଚାହୁଁ ନ ଥିଲେ ।ଭଗବାନ କିଛି ଅଲଗା ରାସ୍ତା ଦେଖାଉଥିଲେ କିନ୍ତୁ ଅରୁଣ ସେ ରାସ୍ତାର ପଥିକ ହେବାକୁ ଚାହୁଁନଥିଲା ।ସେ ଜିଦ କରି ବସିଲା ଏକା ରାଧାକୁ ହିଁ ବାହା ହେବ ।ହେଲେ ରାଧା ଆଉ କାହାର ହୋଇସାରିଥିଲା
Loading comments…
Comments
Loading comments…