by Sujata Mohapatra ✓ · 3 Oct 2019
ପ୍ରତାପ ଥିଲେ ପେଶାରେ ଇଂଜିନିୟର ହୃଦାନନ୍ଦ ରାୟଙ୍କର ପିଲାଦିନର ସାଙ୍ଗ ବିଭୁଦେନ୍ଦ୍ର ପଟ୍ଟନାୟକଙ୍କର ବଡପୁଅ । ଦୁଇସାଙ୍ଗ ପାଠ ପଢ଼ିଲା ଦିନରୁ ଶପଥ କରିଥିଲେ ଯେ ଦୁହେଁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଭଲ ବନ୍ଧୁ ହୋଇ ରହିବେ ।
Loading comments…
Loading comments…