by Dr Jharana Satapathy ✓ · 17 Sept 2019
ଗୁଡ୍ ନ୍ୟୁଜ୍ ଶୁଣିଲା ପରେ ପ୍ରେମ ନିକଟରୁ ଆହୁରି ନିକଟତର ହୋଇଗଲା । ରିମା ରାଜାକୁ ଯାବୁଡି ଧରା କହିଲା ଵୁଝିଲ ରାଜା ଏଇତ ପ୍ରେମ । ତୁମ ପ୍ରେମର ପ୍ରତୀକ ପାଇଗଲି ରାଜା ,ସତରେ ପ୍ରେମର ସ୍ବର୍ଶ ଭାରି ମିଠା ।
Loading comments…
Loading comments…