by ABADHOOT PANDA ✓ · 27 Jul 2021
କଳିଯୁଗର ଲୋକେ ଜଡ଼ବାଦୀ ଦୁନିଆରେ ଜଡ଼ବାଦର ପ୍ରଭାବ ହେତୁ ଆଧ୍ୟାତ୍ମିକ ବାଦ ଉପରୁ ଆସ୍ଥା ହରାଇ ଷଡ଼ ରିପୁର ବଶବର୍ତ୍ତୀ ହୋଇ ପଡ଼ିବେ l ଅଷ୍ଟାଙ୍ଗ ଯୋଗ ଭୁଲି ବିପଥଗାମୀ ହୋଇ ସମୟ ଅତିବାହିତ କରିବେ l
Loading comments…
Loading comments…