by Prasanta kumar Hota ✓ · 12 Jan 2022
ବାପା ମାମୁଁ ଓ କକେଇ ସ୍କୁଟରରୁ ଓହ୍ଲାଇବା କ୍ଷଣି ପରସ୍ପରକୁ ଅନାଇ ଆଗ ବହେ ହସିବାକୁ ଲାଗିଲେ ଯେମିତି ବହୁତ ସମୟ ହେଲା ହସକୁ ଚାପି ରଖିଥିଲେ। ମୁଁ ନିର୍ବାକ ହେଇ ଝିଅଟିର କଥା ଭାବୁଥାଏ।
Loading comments…
Loading comments…