by Gangadhar Nanda ✓ · 9 Mar 2020
ଜୟ ବଜରଙ୍ଗବାଲି ସ୍କରଣ କରି ମଞ୍ଚ ଉପରୁ ତଳକୁଡେଇଁ ପଡି ଦୌଡିଲି । ସ୍ୱପ୍ନରେ ଦୌଡିବା ପାଇଁ ଆବଶ୍ୟକୀୟ ଅଙ୍ଗଚାଳନା ହେତୁ ନିଦ ଭାଙ୍ଗିଗଲା । ବୋଉ ମୋତେ ତା କୋଳରେ ବସାଇ ବାପାଙ୍କୁ ପାଣି ମାରୁଥିଲା ।
Loading comments…
Loading comments…