by Simanchal Rana ✓ · 15 Dec 2018
ସମୁଦ୍ର ବକ୍ଷରୁ ଶାମୁକା ଆବିଷ୍କାର ପରି,ଯେବେ ତୁମକୁ ଏ ଦୁନିଆରୁ ନିଜ ପାଖରେ ପାଇଲି, ସେତେବେଳେ ମୁଁ ହିଁ ଶ୍ରେଷ୍ଠ ଏକ ପ୍ରେମିକ ବୋଲି ଭାବିନେଇଥିଲି
Loading comments…
Loading comments…