by Chinmaya Jena ✓ · 29 Jan 2021
ସତରେ କଣ ଆମେ ସ୍ଵାଧୀନ? ଏଇ କଣ ଆମ ବୀର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନର ମୂଲ୍ୟ? ନିଜକୁ ବାହାସ୍ପୋଟ ମାରି ସ୍ଵାଧୀନ ଭାରତର ନାଗରିକ କହିଦେଲେ କଣ ସତରେ ଆମେ ସ୍ଵାଧୀନ ହୋଇଯାଇଛନ୍ତି । ଏଇଟା କଣ ଏକବିଂଶ ଶତାବ୍ଦୀର ସ୍ଵାଧୀନତା?
Loading comments…
Loading comments…