by Dr Jharana Satapathy ✓ · 3 Dec 2019
ମିନତିକୁ ଅକ୍ସିଜନ ଦେବାବେଳେ ତାର ମୃତ୍ୟୁ ହୋଇଯାଇଥିଲା । ବିଷାକ୍ତ ଓଡୋଶ ମରା ଔଷଧର ଆଘ୍ରାଣ ସହ୍ୟ ନ କରିପାରି ସେ ସବୁଦିନ ପାଇଁ ଆଖି ବୁଜି ଦେଇ ଥିଲା । ବିଚାରା ନିରୀହ ମିନତିର ପ୍ରାଣଵାୟୁ ଉଡିଗଲା ।
Loading comments…
Loading comments…