by pranati Mahapatra ✓ · 4 Dec 2020
ଯାହା ହେଉ ସବୁବେଳେ କିଛି ନା କିଛି ଶୀତଳଯୁଦ୍ଧ ଉଭୟଙ୍କ ମଧ୍ୟରେ ଚାଲିଥାଏ।ଚାଚା ଭୃକ୍ଷେପ କରନ୍ତି ନାହିଁ।ଶେଷରେ ଜିତାପଟ ଚାଚାଙ୍କର। ସବୁବେଳେ ଚାଚାଙ୍କର ଜିତାପଟ ଦେଖି ଦେଖି ଶୁଣି ଶୁଣି ଅଥୟ ଶେରଲକ।ଏଥର ଚିନ୍ତା କଲେ ଚାଚାଙ୍କ ସହ ମିଶି ଲଢେ
Loading comments…
Loading comments…