by Shiba Charan Mahapatra ✓ · 29 Apr 2019
କି ଉତ୍ତର ଦେଲେ ତା ମନକୁ ପରିତୃପ୍ତି ମିଳିବ ? ତା କଥାର ପ୍ରଶ୍ନବାଣ ମୋ ହୃଦୟକୁ କାଟି ଖିନ୍ ଭିନ୍ କରିଦେଲା । ମୁଁ କିଛି ନକହି ଚୁପ୍ ଚାପ୍ ବାଥରୁମ୍ ଆଡକୁ ଅଗ୍ରସର ହେଲି ।
Loading comments…
Loading comments…