by Santosh Kumar Nayak ✓ · 3 Aug 2023
ବୋଉ ବୋଲି ଚିତ୍କାର କରି ମୁଁ ନିଦରୁ ଉଠିଲି । ଅବଶ୍ୟ ଟ୍ରେନ ଶବ୍ଦରେ ମୋ ଚିତ୍କାର କାହାକୁ ଶୁଭି ନ ଥିବ । ବୋଉ କାହିଁ? ଆରେ ମୋ ବୋଉ ତ କେବେ ଅଭିଯୋଗ କରିନି, କେବେ ପ୍ରତିବାଦ କରିନି ।
Loading comments…
Loading comments…