by Pravanjan Dash ✓ · 1 Apr 2022
ସେ ଦିନ କାନରୁ ରକ୍ତ ବାହାର କରିଦେଉଥିବା ତାଙ୍କ ଗାଳି ଆଜି ଚନ୍ଦନଲେପ ପରି ମନେ ହେଉଛି ପରନ୍ତୁ ସବୁଠୁ ମହଙ୍ଗା ସେ ଗାଳି ଆଜି ମୋ ପାଇଁ। କେବଳ ଅନୁତାପର ନିଆଁରେ ଜଳି ତାଙ୍କ ଫୁଲମାଳ ପିନ୍ଧା ଫୋଟୋକୁ ଚାହିଁ ସରି କହିବା ଛଡା ଅନ୍ୟ କିଛି ଉପା
Loading comments…
Loading comments…