by Padmalaya Mishra ✓ · 1 Jun 2021
ଖାଲି ଆମ ଘର କାହିଁକି... ଗାଁ ର ପ୍ରତ୍ୟେକ ପୁରୁଷ ଖଣ୍ଡେ ଖଣ୍ଡେ ଗାମୁଛା ପିନ୍ଧି ଗାଁ ଦାଣ୍ଡରେ ବୁଲୁଥାନ୍ତି । ଦାଣ୍ଡ କଳରୁ ପାଣି ବୋହିଲା ବେଳେ ହେଉ କି କାହା ସାଙ୍ଗେ କଳି କରିବା ହେଉ, ଗାମୁଛାକୁ କଛା ମାରି ବାହାରି ପଡନ୍ତି । ଆର ସାହିର ନ
Loading comments…
Comments
Loading comments…