by Sasmita Rout ✓ · 23 May 2019
ଦୁଇଥର ରିଙ୍ଗ୍ ହେଲାପରେ ଵୋହୁ ଫୋନ ଉଠାଇଲା। ଟିକେ ବିରକ୍ତି ଭରା ଶ୍ବରରେ କହିଲା ,ଆପଣ ବାରମ୍ବାର କାହିଁ ଫୋନଟା ଲଗାଉଛନ୍ତି। କାଲି ରାତିରୁ ଯେଉଁ ଅବସ୍ଥା, ସେଥିରେ ପୁଣି ପିଲାମାନେ ଗାଁରେ ଯାଇ କେମିତି ଚଳିବେ। ଆମେ ଆମ ବାଲେଶ୍ବର ଟାଉନ ଘରେ ରହିବୁ।
Loading comments…
Loading comments…