by Prasant Kumar Nath ✓ · 12 May 2022
ଆଜି ମଧ୍ୟ ସେହି ବରଗଛଟି ସେମିତି ମୃତ ଅବସ୍ଥାରେ ପଡିଛି । ଆଉ ଅନେକ ପଶୁପକ୍ଷୀମାନଙ୍କୁ ସାହାରା ହେଉଛି । ଆଉ ଗାଆଁ ଲୋକମାନଙ୍କ ପାଇଁ ସ୍ମୃତିର ସୌଧ ହୋଇ ରହିଛି ସେହି ଗାଆଁ ବରଗଛ ।
Loading comments…
Loading comments…