Loading…
ଏଇ ସମୟରେ ସ୍କୁଲ ଘଣ୍ଟା ବାଜିଲା । ଆମେ ସବୁ ଶ୍ରେଣୀରେ ବସିଲୁ । ମାଡ ଖାଇଥିବା ସନ୍ଦୀପ୍ ଶ୍ରେଣୀରେ ଶିକ୍ଷକଙ୍କୁ ଅଭିଯୋଗ କଲା-ରାଜୁ ତାକୁ ମାଡ ମାରିଛି,ଯାହାକି ଶ୍ରେଣୀର ସମସ୍ତ ପିଲା ଦେଖିଛନ୍ତି ।ସାର୍ ଆମକୁ ଜଣ ଜଣ କରି ପଚାରିଲେ । କାହା ବିରୋଧରେ କହିବା ଗୋଟାଏ ଖରାପ କଥା । ଗାନ୍ଧୀ ମାଙ୍କଡ ତ ମନା କରିଛନ୍ତି, ଖରାପ କଥା କହିବନି ।ତେଣୁ ଆମେ ସମସ୍ତେ ମନା କଲୁ ।
Comments
Loading comments…