by Amarnath Barick ✓ · 15 Feb 2022
ଡାଳ ଭାଙ୍ଗିବାର ଶବ୍ଦ ଶୁଣି ଭିତରୁ ରାଧୁଆ ଅଜା ଧାଇଁ ଆସିଲେ । କହିଲେ "ଆରେ ଦୃଷ୍ଟ ପିଲା, ଏତେ ସୁନ୍ଦର ଗଛ ଗୁଡିକ ଭାଙ୍ଗି ପକାଇଲ ? ତୁମେମାନେ ଇଏ କ'ଣ କଲ ? ଏବେ ମୋ ପାଖକୁ ଆସ, ମୁଁ ତୁମକୁ ପର୍ଯ୍ୟାବରଣ ବିଷୟରେ କିଛି କହିବି । ଗଛ ହେଉଛି
Loading comments…
Loading comments…