by Sunanda Mohanty ✓ · 31 Jan 2021
ଯୋଉ ଡାଳରେ କେତେ କୁଆଡୁ ଆସି ପକ୍ଷୀ ବସା ବାନ୍ଧନ୍ତି, ହଳଦୀବସନ୍ତ ସକାଳୁ ଉଡି ଉଡି କହେ ହେ ପ୍ରଭୁ, ଆଉ ଫଳ ମାଙ୍କଡ଼ ଖାଉଛନ୍ତି ତ କ୍ଷତି କଣ, କଣ ଖାଇ ବଞ୍ଚିବେ ସେମାନେ
Loading comments…
Loading comments…