Loading…
ଏତିକିବେଳେ ପଛରୁ ହଠାତ୍ ଶୁଭ ପାଟିକରି ପଚାରିଲା " ଡ୍ୟାଡି ! କାଲି ମୋର ଫ୍ୟାନସି ଡ୍ରେସ୍ କମ୍ପିଟିସନ୍ । ମୁଁ ଗଡ୍ ହେବି । ଡ୍ୟାଡି ! ଗଡ୍ କିଏ "? ଶୁଭର ମୁଣ୍ଡକୁ ଆଉଁଷି ଦେଉଦେଉ ଦେବ ବାବୁ କହିଲେ " ଯିଏ ଆମକୁ ଜନ୍ମ ଦେଇଛନ୍ତି ; ଯିଏ ଆମ କଥା ବୁଝୁଛନ୍ତି ; ଯାହାକୁ ଆମେ ଯେତେବେଳେ ଯାହା ମାଗୁ ସିଏ ସାଙ୍ଗେସାଙ୍ଗେ ଦେଇଦିଅନ୍ତି , ସିଏ ହେଲେ ଗଡ୍ " ।
Comments
Loading comments…