by Jyotiranjan Sahu ✓ · 4 Jun 2019
କିଛି ସମୟର ନିରବତାକୁ ଭଙ୍ଗକରି ଦେବ ବାବୁ ଷ୍ଟେଜ୍ ଉପରକୁ ଚଢିଗଲେ ଆଉ ଛାତିରେ ଭିଡିଧରିଲେ ଶୁଭକୁ । ଉପସ୍ଥିତ ଜନତାଙ୍କ କରତାଳି ଭିତରେ ବହିଚାଲିଥାଏ ରୁବି ମ୍ୟାଡାମ୍ ଙ୍କ ଆଖିରୁ ପଶ୍ଚାତାପର ଅଶ୍ରୁ ।
Loading comments…
Loading comments…